ମୂରଧନୀ Mūradhanī

  • ଗ୍ରା. ବି (ସଂ. ମୂର୍ଦ୍ଧନ) — ମୁଣ୍ଡ; ମସ୍ତକ — The head
  • ଗ୍ରା. ବି (ସଂ. ମୂର୍ଦ୍ଧନ) — [ଉ—ମୁକୁଟ କୁଣ୍ଡଳ ସହିତେ କାଟିଲେ ବିରୁପାକ୍ଷର ମୂରଧନୀ। ବିଶ୍ୱନାଥ, ବିଚିତ୍ର ରାମାୟଣ।]
  • ଦେ. ବିଣ — ବଡ଼ — Big; great
  • ଦେ. ବିଣ — ଶ୍ରେଷ୍ଠ; ପ୍ରଧାନ — Chief principal