ମୁଡ଼ୁକ Muṟḍ̠uka
- ଦେ. ବି — ପୂର୍ଣ୍ଣତା ପ୍ରାପ୍ତ ହୋଇ ନ ଥିବା ପଇଡ଼; ଯେଉଁ ପଇଡ଼ ଭିତରେ ନାଳି ହୋଇ ନ ଥାଏ — A green cocoanut in which the soft kernel has not yet grown and there is only water in it
- ଦେ. ବି — [ଦ୍ର—ପ୍ରଥମେ କଷି ନଡ଼ିଆ ବା ଗୋଟମା' ତାପରେ 'ମୁଡ଼ୁକ',ତା ପରେ 'ପଇଡ଼', ତା ପରେ 'ପାଣିଚି' ବା 'ନଡ଼ିଆ', ତା ପରେ 'ଖୁରୁଡ଼' ବା 'ଖୁରୁଡ଼ୁ' ହୁଏ। ନଡ଼ିଆ ଗୋଟମା ବଢ଼ି ଯାଇ ତା ମଧ୍ୟରେ ନାଳି ଲାଗି ନ ଥିବା ଓ ତହିଁର ପାଣି ସୁସ୍ୱାଦୁ ହୋଇ ନ ଥିବା ଅବସ୍ଥାରେ ଅର୍ଥାତ୍ ପଇଡ଼ ହେବା ପୂର୍ବରୁ ତାହାକୁ ମୁଡ଼ୁକ ବୋଲା ଯାଏ।]