ମୁହାଣ Muhāṇa
- ଦେ. ବି—(ସଂ. ମୁଖ) — ନଦୀ ଯେଉଁଠାରେ ସମୁଦ୍ରରେ ବା ଜଳାଶୟରେ ଯାଇଁ ପଡ଼େ; ନଦୀମୁଖ — The mouth of a river
- ଦେ. ବି—(ସଂ. ମୁଖ) — କୌଣସି ଦିଗକୁ ଅଗ୍ରସର ହେବା — Advancing towards a direction
- ଦେ. ବି—(ସଂ. ମୁଖ) — ଚୂଲ୍ଲିରେ ଜାଳ କାଠ ପୂରାଇବାର ଥର — The act of putting or thrusting fuel into the oven
- ଦେ. ବି—(ସଂ. ମୁଖ) — (ଯଥା—ଚୁଲ୍ଲିରେ ଜାଳ ମୁହାଣେ ଦେଲେ ଭାତ ଫୁଟିବା।)