ମୁଷିତ Mushita

  • ସଂ. ବିଣ—(ମୁଷ୍ ଧାତୁ+କର୍ମ. ତ) — ଚୋରିତ; ଅପହୃତ — Stolen
  • ସଂ. ବିଣ—(ମୁଷ୍ ଧାତୁ+କର୍ମ. ତ) — ବଞ୍ଚିତ — Defrauded
  • ସଂ. ବି — ଚୋରା ମାଲ (ବିଶ୍ୱକୋଷ) — Stolen property