ମୁଷବର Mushabara

  • ବୈଦେ. ବି. (ଆ. ମୁସବର) — ଔଷଧରେ ବ୍ଯବହୃତ ଘୃତକୁମାରୀ ଗୁଳ୍ମର ଶୁଷ୍କୀକୃତ ରସ — The dried juice of Indian aloe used in medicine
  • ବୈଦେ. ବି. (ଆ. ମୁସବର) — [ଦ୍ର—ଏହା ଅଗ୍ନିବର୍ଦ୍ଧକ; ପିତ୍ତନିଃସାରକ, ବଳକର, ବିରେଚକ, ରଜଃପ୍ରର୍ବତ୍ତକ, ଗର୍ଭପାତକ, ମଳରୋଧକ, କୃମି, ସନ୍ନ୍ୟାସ, ଅପସ୍ମାର, ରଜୋଲୋପ, ଶୀତପିତ୍ତ, ଶିରେରୋଗ, ଶ୍ଳେଷ୍ମଜ୍ୱର, ପ୍ଳୀହା ଓ ଅଗ୍ନିମାନ୍ଦ୍ୟ ରୋଗରେ ଉପକାରକ । ଅର୍ଶରୋଗୀ, ଗର୍ଭବତୀ, ଋତୁମତୀ ଓ ରକ୍ତପ୍ରଦରାକ୍ରାନ୍ତ ସ୍ତ୍ରୀ— ମାନଙ୍କ ପକ୍ଷରେ ଏହାର ସେବନ ନିଷିଦ୍ଧ; ଏହାକୁ ଘୋରି ଉଷୁମ କରି ଫୁଲାରେ ଲଗାଇଲେ ଫୁଲା କମେ ।]