ମୁଶଳୀ Muṡaḻī
- ସଂ. ବିଣ. ପୁଂ (ମୁଷଳ+ଅସ୍ତ୍ୟର୍ଥେ ଇନ୍) — ମୁଷଳ— ଧାରୀ — Armed with a mace
- ସଂ. ବି—[ମୁସ୍+କର୍ତ୍ତୃ. ଅଳ+ସ୍ତ୍ରୀ. ଈ] — ବଳଦେବ — Baḻadeba
- ସଂ. ବି—[ମୁସ୍+କର୍ତ୍ତୃ. ଅଳ+ସ୍ତ୍ରୀ. ଈ] — ଗୃହଗୋଧିକା, ଝିଟିପିଟି — House-lizard
- ସଂ. ବି—[ମୁସ୍+କର୍ତ୍ତୃ. ଅଳ+ସ୍ତ୍ରୀ. ଈ] — ତାଳମୂଳୀ [ଦେଖ] — Tāḻamūḻī (See)