ମୁରିଆ Muriā

  • ପ୍ରାଦେ. (ବସ୍ତର) ବି — ବସ୍ତର ଅଞ୍ଚଳର ଏକ କୃଷକ ଜାତି — An agricultural caste found in the Baster state
  • ପ୍ରାଦେ. (ବସ୍ତର) ବି — ବସ୍ତର ଅଞ୍ଚଳର ଏକ ଜାତୀୟ କୃଷକର ଭାଷା — The language spoken by the Muriās