ମୁରଳ Muraḻa

  • ସଂ. ବ — ମଉରାଡ଼ି ମାଛ — A small species of fish. Aspidoparia Marar
  • ସଂ. ବ — [ଉ—ବୈଦ୍ୟଶାସ୍ତ୍ର ମତରେ ଏହା ବୃଂହଣ, ବୃଷ୍ୟ, ସ୍ତନ୍ଯ ଓ ଶ୍ଳେଷ୍ମ ବର୍ଦ୍ଧକ—ସୁଶ୍ରୁତ।]