ମୁରଲୀ Muralī

  • ସଂ. ବି (ମୁର+ଲା ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ ଈ; ଏହା ଅଙ୍ଗୁଳି ବେଷ୍ଟନ ପ୍ରାପ୍ତ ହୁଏ) — ବଂଶୀ — A flute; a pipe
  • ସଂ. ବି (ମୁର+ଲା ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ ଈ; ଏହା ଅଙ୍ଗୁଳି ବେଷ୍ଟନ ପ୍ରାପ୍ତ ହୁଏ) — [ଦ୍ର—ଅନ୍ଯ ସଂ. ନାମ—ବଂଶିକା, ବଂଶୀ, ବଂଶନାଳିକା, ସାନେୟିକା, ସାନେୟୀ, ସାନିକା, ମୁରଲାସିକା ବିଶ୍ୱକୋଷ।]
  • ଦେ. ବି — ମୁରଲୀ ଧରର ଡାକ ନାମ — Name for calling Muralīdhara