ମୁରବି Murubi

  • ବୈଦେ. ବି—(ଆ. ମୁରବ୍ୱୀ) — ଅଭିଭାବକ — Guardian
  • ବୈଦେ. ବି—(ଆ. ମୁରବ୍ୱୀ) — ଶରଣ; ଆଶ୍ରୟ — Refuge
  • ବୈଦେ. ବି—(ଆ. ମୁରବ୍ୱୀ) — ପୃଷ୍ଠପୋଷକ — Patron
  • ବୈଦେ. ବି—(ଆ. ମୁରବ୍ୱୀ) — ରକ୍ଷକ — Protector