ମୁନୁ Munu

  • ପ୍ରାଦେ (ସମ୍ବଲପୁର) ବିଣ — କନିଷ୍ଠ — Younger
  • ପ୍ରାଦେ (ସମ୍ବଲପୁର) ବିଣ — କ୍ଷୁଦ୍ରତର — Smaller
  • ପ୍ରାଦେ (ସମ୍ବଲପୁର) ବିଣ — (ଯଥା—ମୁନୁଭାଇ)
  • ପ୍ରାଦେ (ସମ୍ବଲପୁର) ବିଣ — [ଦ୍ର—ବଙ୍ଗଳା 'ମିନୀ' ସହିତ ତୁଳନା କର।]