ମୁନିବ Muniba

  • ବୈଦେ. ବି—[ଆ. ମୁନୀବ=ନାଏବ ରଖିବା ବାଲା ବ୍ଯକ୍ତି (ହି. ଶ)] — ଭୃତ୍ୟର ପ୍ରଭୁ — Master of a servant
  • ବୈଦେ. ବି—[ଆ. ମୁନୀବ=ନାଏବ ରଖିବା ବାଲା ବ୍ଯକ୍ତି (ହି. ଶ)] — ଖାମିଦ — Lord
  • ବୈଦେ. ବି—[ଆ. ମୁନୀବ=ନାଏବ ରଖିବା ବାଲା ବ୍ଯକ୍ତି (ହି. ଶ)] — ପୃଷ୍ଠପୋଷକ — A patorn
  • ବୈଦେ. ବି—[ଆ. ମୁନୀବ=ନାଏବ ରଖିବା ବାଲା ବ୍ଯକ୍ତି (ହି. ଶ)] — ପ୍ରତିପାଳକ — One's supporter