ମୁଛୁଦି Muchhudi

  • ବୈଦେ. ବି. ଆ. (ମୁତ୍ସଦୀ=ଲେଖକ) — ସାଂସାରିକ ବିଷୟ କର୍ମର ଭାରପ୍ରାପ୍ତ କର୍ମଚାରି; ଗୁମାସ୍ତା — An agent
  • ବୈଦେ. ବି. ଆ. (ମୁତ୍ସଦୀ=ଲେଖକ) — ମେନେଜର୍ — Manager
  • ବୈଦେ. ବି. ଆ. (ମୁତ୍ସଦୀ=ଲେଖକ) — କାର୍ଯ୍ୟାଧ୍ୟକ୍ଷ — Superintendent
  • ବୈଦେ. ବି. ଆ. (ମୁତ୍ସଦୀ=ଲେଖକ) — ମୋହରର୍; ଲେଖକ — A writer; clerk