ମୁଚିର Muchira

  • ସଂ. ବିଣ. ପୁଂ (ମୁଚ୍ ଧାତୁ=ଦାନ କରିବା+କର୍ତ୍ତୃ. ଇର) — ଦାନ ଶୀଳ; ବଦାନ୍ୟ — Munificent liberal; generous
  • ବି. — ଧର୍ମ ଦେବତା — The God of the rigteous
  • ବି. — ବାୟୁ — Wind
  • ବି. — ଦେବତା — Deity