ମୁଗୁରୁ Muguru

  • ଦେ. ବି. (ସଂ. ମୁଦ୍ଗର) — ପୁରାଣାଦିରେ ବର୍ଣ୍ଣିତ ଏକ ପ୍ରକାର କ୍ଷେପଣୀୟ ଅସ୍ତ୍ର — A kind of missile used in war (mentioned in the Puraṇas)
  • ଦେ. ବି. (ସଂ. ମୁଦ୍ଗର) — [ଉ—ଦେଖି କରି ସୂର୍ଯ୍ୟବଂଶୀ କୋପେ ଗୁରୁତର, ଦୋକନ ମୁଗୁରୁ ବାଣ ବିନ୍ଧି ଲକ୍ଷେ ଶର। ପୀତାମ୍ବର. ନୃସିଂହ ପୁରାଣ।]