ମୁଖ Mukha
- ସଂ. ବି. (ଖନ୍ ଧାତୁ=ଖୋଳିବା +କର୍ମ. ଅ; ନିପାତନ) — ବଦନ; ମୁହଁ; ଆନନ — Face
- ସଂ. ବି. (ଖନ୍ ଧାତୁ=ଖୋଳିବା +କର୍ମ. ଅ; ନିପାତନ) — ପାଟି; ତୁଣ୍ଡ; ବକ୍ତ୍ର; ବାକ୍ୟ ନିଃସରଣର ଓ ଭୋଜ୍ୟ ଗ୍ରହଣର ଦ୍ୱାର — Mouth
- ସଂ. ବି. (ଖନ୍ ଧାତୁ=ଖୋଳିବା +କର୍ମ. ଅ; ନିପାତନ) — ପ୍ରବେଶ ମାର୍ଗ; ଗୃହାଦିର ଦ୍ୱାର — The door or entrance of a house
- ସଂ. ବି. (ଖନ୍ ଧାତୁ=ଖୋଳିବା +କର୍ମ. ଅ; ନିପାତନ) — ନିଃସରଣ ପଥ — Exit; the way out
- ସଂ. ବି. (ଖନ୍ ଧାତୁ=ଖୋଳିବା +କର୍ମ. ଅ; ନିପାତନ) — ଛିଦ୍ର — Aperture; hole
- ସଂ. ବି. (ଖନ୍ ଧାତୁ=ଖୋଳିବା +କର୍ମ. ଅ; ନିପାତନ) — ସୂତ୍ରପାତ; ଆରମ୍ଭ — Beginning; commencement;
- ସଂ. ବି. (ଖନ୍ ଧାତୁ=ଖୋଳିବା +କର୍ମ. ଅ; ନିପାତନ) — ନଳର ମୁହଁ ବା ପ୍ରବେଶ ପଥ — The mouth of a tube
- ସଂ. ବି. (ଖନ୍ ଧାତୁ=ଖୋଳିବା +କର୍ମ. ଅ; ନିପାତନ) — ଅଗ୍ରଭାଗ — Top
- ସଂ. ବି. (ଖନ୍ ଧାତୁ=ଖୋଳିବା +କର୍ମ. ଅ; ନିପାତନ) — ସୈନ୍ୟାଦିର ସମ୍ମୁଖ ଭାଗ — The van or advance guard of an army
- ସଂ. ବି. (ଖନ୍ ଧାତୁ=ଖୋଳିବା +କର୍ମ. ଅ; ନିପାତନ) — ଉପାୟ — Means
- ସଂ. ବି. (ଖନ୍ ଧାତୁ=ଖୋଳିବା +କର୍ମ. ଅ; ନିପାତନ) — ପାତ୍ରାଦିର ଧାର — The brim of a pot
- ସଂ. ବି. (ଖନ୍ ଧାତୁ=ଖୋଳିବା +କର୍ମ. ଅ; ନିପାତନ) — ବାକ୍ୟ; ବାକ୍; ଶବ୍ଦ — Word; sound; speech