ମୁକ୍ତକ Muktaka

  • ସଂ. ବି. (ମୁକ୍ତ=ପରିତ୍ୟକ୍ତ+କ) — ସମାସରହିତ ରଚନା— ବିଶେଷ — A kind of composition without compounds
  • ସଂ. ବି. (ମୁକ୍ତ=ପରିତ୍ୟକ୍ତ+କ) — ବର୍ଚ୍ଛା, ବଲମ ପ୍ରଭୃତି କ୍ଷେପଣୀୟ ଅସ୍ତ୍ର — Missiles