ମୁଅଜନ୍ Muajan
- ବୈଦେ. ବି (ଆ. ମୁଅଜ୍ଜନ) — ଯେ ଅଜାନ୍ ଦିଏ; ଯେ ମସ୍ଜିଦ୍ର ଚୂଡ଼ାରେ ଠିଆ ହୋଇ ମୁସଲମାନ ମାନଙ୍କୁ ନମାଜ କରିବାକୁ ଉଚ୍ଚୈଃସ୍ୱରରେ ଡାକେ (ଅଜାନ୍) ଦେଖ — The person who calls aloud to the Mahommedans from the top of the mosque to prayer at 5 fixed periods of the day and night