ମିଶ୍ରକ Miṡraka

  • ସଂ. ବି (ମିଶ୍ରଧାତୁ+ଅଧିକରଣ କ) — (ଯେଉଁଠାରେ ଦେବଗଣ ମିଳିତ ହୁଅନ୍ତି) ସ୍ୱର୍ଗର ଉଦ୍ୟାନ; ଦେବୋଦ୍ୟାନ; ଦେବତାଙ୍କର ଉପବନ — A garden of paradise; a garden of the gods
  • ସଂ. ବି (ମିଶ୍ରଧାତୁ+ଅଧିକରଣ କ) — ସଙ୍ଗୀତ ବିଶେଷ — Name of a kind of song
  • ସଂ. ବି (ମିଶ୍ରଧାତୁ+ଅଧିକରଣ କ) — (+କର୍ମ ଅକ) ଔଷର ଲବଣ — Salt prepared from saline earth
  • ସଂ. ବି (ମିଶ୍ରଧାତୁ+ଅଧିକରଣ କ) — ଏକ ପ୍ରକାର ରଙ୍ଗ (ହି.ଶ) — A kind of tin
  • ସଂ. ବି (ମିଶ୍ରଧାତୁ+ଅଧିକରଣ କ) — (ମିଶ୍ର ଧାତୁ+କର୍ତ୍ତୃ. ଅକ)—ମିଶ୍ରଣକାରୀ ବ୍ଯକ୍ତି — Compounder; one who mixes up things
  • ସଂ. ବି (ମିଶ୍ରଧାତୁ+ଅଧିକରଣ କ) — ମଧ୍ୟମରୂପେ ପାରଦର୍ଶୀ ଗାୟକ — A medium singer
  • ସଂ. ବି (ମିଶ୍ରଧାତୁ+ଅଧିକରଣ କ) — ପଣ୍ୟ ଦ୍ରବ୍ୟରେ ଯେ ଅନ୍ଯ ବସ୍ତୁ ମିଶାଏ — An adulterator of mercantile goods (Apte)
  • ସଂ. ବିଣ. ପୁଂ — (ମିଶ୍ର ଧାତୁ +କର୍ତ୍ତୃ. ଅକ)—ମିଶ୍ରଣକାରୀ — Mixing; adulterating
  • ସଂ. ବିଣ. ପୁଂ — (+କର୍ମ. ଅକ)—ମିଶ୍ରିତ — Mixed (Apte)
  • ସଂ. ବିଣ. ପୁଂ — ବହୁ ବସ୍ତୁର ମିଶ୍ରଣରେ ଉତ୍ପନ୍ନ; ବାଜେ; ମିଶା ମିଶି — Miscellaneous (Apte); mixed