ମିଛ Michha
- ଦେ. ବି.—(ସଂ. ମିଥ୍ୟା; ପ୍ରା. ମିଚ୍ଛା) — ଅନୃତ; ଅସତ୍ୟ; ମିଥ୍ୟାକଥା — Lie; falsehood
- ଦେ. ବି.—(ସଂ. ମିଥ୍ୟା; ପ୍ରା. ମିଚ୍ଛା) — ଅବାସ୍ତବ ବିଷୟ — Unreal thing or matter
- ଦେ. ବି.—(ସଂ. ମିଥ୍ୟା; ପ୍ରା. ମିଚ୍ଛା) — [ଉ— ସେ ବୃକ୍ଷମମୂଳେ ଥିବା ମିଛ। ପଥ ଚାଲିବାଟି ପ୍ରତ୍ୟକ୍ଷ। ଭୂପତି. ପ୍ରେମମଞ୍ଚାମୃତ।]
- ଦେ. ବିଣ — ଅସତ୍ୟ — False
- ଦେ. ବିଣ — ଲୋକଙ୍କ ଦେଖାଇବା ପାଇଁ କରାଯିବା; ବାହ୍ୟ — Outward; affected
- ଦେ. ବିଣ — ଅବାସ୍ତବ — Unreal
- ଦେ. ବିଣ — ଅମୂଳକ; ବୃଥା — Vain; groundless; baseless
- ଦେ. ବିଣ — ନିଷ୍ପଳ — Fruitless