ମିଛ ସତ Michha sata

  • ଦେ. ବି. (ସହଚର) (ସଂ. ମିଥ୍ୟା ସତ୍ୟ) — ମିଥ୍ୟା କଥା ଓ ସତ୍ୟ କଥା — Falsehood and truth
  • ଦେ. ବି. (ସହଚର) (ସଂ. ମିଥ୍ୟା ସତ୍ୟ) — [ଉ—ଶ୍ୱେତାଙ୍ଗ ଛାମୁରେ ମିଛ ସତ ଗାଇ—ରାଧାନାଥ. ଦରବାର।]
  • ଦେ. ବି. (ସହଚର) (ସଂ. ମିଥ୍ୟା ସତ୍ୟ) — ଚୁଗୁଲି; ପରୋକ୍ଷରେ ପର ନିନ୍ଦା — Backbiting, slandering
  • ବିଣ — ମିଥ୍ୟା ଓ ସତ୍ୟ (କଥା ବା ବିଷୟ) — False and true (word or thing)
  • ବିଣ — ଅବାସ୍ତବ ଓ ବାସ୍ତବ — Unreal and real; true and untrue