ମାୟୁ Māyu

  • ସଂ. ବି (ମା.ଧାତୁ=ଦେହରୁ କ୍ଷେପଣ କରିବା+କର୍ମ+କର୍ତ୍ତୃ. ଉ) — ପିତ୍ତ; ଶରୀରସ୍ଥ ଧାତୁବିଶେଷ — Bile; gall; one of the three humours of the human system
  • ସଂ. ବି (ମା.ଧାତୁ=ଦେହରୁ କ୍ଷେପଣ କରିବା+କର୍ମ+କର୍ତ୍ତୃ. ଉ) — ସୂର୍ଯ୍ୟ — The sun (Apte)
  • ସଂ. ବି (ମା.ଧାତୁ=ଦେହରୁ କ୍ଷେପଣ କରିବା+କର୍ମ+କର୍ତ୍ତୃ. ଉ) — ବାକ୍ୟ (ହି. ଶ) — Speech
  • ସଂ. ବି (ମା.ଧାତୁ=ଦେହରୁ କ୍ଷେପଣ କରିବା+କର୍ମ+କର୍ତ୍ତୃ. ଉ) — ଶବ୍ଦ (ହି. ଶ) — Sound; word