ମାଳୋପମା Māḻopamā
- ସଂ. ବି (ମାଳା+ଉପମା) — କାବ୍ୟାଳଙ୍କାରବିଶେଷ; ଯେଉଁଠାରେ ଏକ ଉପମେୟର ବହୁ ଉପମାନ ଦେଖାଯାଏ — A simile in which the things compared with the objects of comparison are more than one
- ସଂ. ବି (ମାଳା+ଉପମା) — (ଦ୍ର—ମାଳୋପମା ଅଳ— ଙ୍କାରର ଉଦାହରଣ ଯଥା— ମିଶିଯାଏ ଯଥା ପ୍ରଭାତୀ ତାରା ରବିକିରଣେ, ମିଶିଯାଏ ଯଥା ଜୀବାତ୍ମା ପରମାତ୍ମା ଚରଣେ ମିଶିଯାଏ ଯଥା ଚପଳା ନୀଳଜଳଦ ଅଙ୍ଗେ ମିଶିଗଲା ତଥା ଅବଳା ସେହି ନୀଳତରଙ୍ଗେ— ରାଧାନାଥ ଚନ୍ଦ୍ରଭାଗା।)