ମାନବା Mānabā

  • ଗ୍ରା. ବି—(ସଂ. ମାନବ ଶବ୍ଦର ବହୁବଚନ ମାନବାଃ) — ମନୁଷ୍ୟମାନେ — Men
  • ଗ୍ରା. ବି—(ସଂ. ମାନବ ଶବ୍ଦର ବହୁବଚନ ମାନବାଃ) — ମନୁଷ୍ୟ ଜାତି — Mankind
  • ଗ୍ରା. ବି—(ସଂ. ମାନବ ଶବ୍ଦର ବହୁବଚନ ମାନବାଃ) — ରାଜାଙ୍କର ପ୍ରଜାବର୍ଗ — The subjects of a king
  • ପ୍ରାଦେ (ଭତ୍ରି ଭାଖା) କ୍ରି — ମାନିବା — To obey