ମାଧୁକରୀ Mādhukarī
- ସଂ. ବି. (ମଧୁକର+ଅ+ଈ; ଅର୍ଥାତ୍ ମଧୁକର ଅନେକ ସ୍ଥାନରୁ ମଧୁ ସଂଗ୍ରହ କରବା ପରି ଭିକ୍ଷା ବୃତ୍ତି) — ପଞ୍ଚଗୃହରୁ ପ୍ରାପ୍ତ ଭିକ୍ଷା — Alms obtained from 5 places (Apte)
- ସଂ. ବି. (ମଧୁକର+ଅ+ଈ; ଅର୍ଥାତ୍ ମଧୁକର ଅନେକ ସ୍ଥାନରୁ ମଧୁ ସଂଗ୍ରହ କରବା ପରି ଭିକ୍ଷା ବୃତ୍ତି) — [ଦ୍ର—ବୈଷ୍ଣବ ଓ ଭକ୍ତ— ମାନେ ବୃନ୍ଦାବନ ତୀର୍ଥରେ 5 ଜଣ ଗୃହସ୍ଥଙ୍କ ଘରକୁ ଯାଇ ସେଠାରୁ ଯାହା ଭିକ୍ଷା ପାଆନ୍ତି ତାହା ଭୋଜନ କରିବାର ବିଧି ଚୈତନ୍ୟ ଦେବଙ୍କ ଅମଳରୁ ଚଳି ଆସୁଅଛି।] — [ଦ୍ର—ବୈଷ୍ଣବ ଓ ଭକ୍ତ— ମାନେ ବୃନ୍ଦାବନ ତୀର୍ଥରେ5ଜଣ ଗୃହସ୍ଥଙ୍କ ଘରକୁ ଯାଇ ସେଠାରୁ ଯାହା ଭିକ୍ଷା ପାଆନ୍ତି ତାହା ଭୋଜନ କରିବାର ବିଧି ଚୈତନ୍ୟ ଦେବଙ୍କ ଅମଳରୁ ଚଳି ଆସୁଅଛି]
- ସଂ. ବି. (ମଧୁକର+ଅ+ଈ; ଅର୍ଥାତ୍ ମଧୁକର ଅନେକ ସ୍ଥାନରୁ ମଧୁ ସଂଗ୍ରହ କରବା ପରି ଭିକ୍ଷା ବୃତ୍ତି) — ବହୁ ଗୃହରୁ ଭିକ୍ଷା କରି ଅନ୍ନ ସଂଗ୍ରହ କରିବା — Collecting aims by begging from door to door