ମାଜି Māji
- ଦେ. ବି. (ସଂ. ମଧ୍ୟ; ଯେ ନୌକାର ମଧ୍ୟରେ ରହି ଆହୁଲା ପକାଏ ବା ମଙ୍ଗଧରା ଚଳାଏ) — ନାବିକ; ନୌକା ବାହକ; ନାଉରି — 2. Boatman
- ଦେ. ବି. (ସଂ. ମଧ୍ୟ; ଯେ ନୌକାର ମଧ୍ୟରେ ରହି ଆହୁଲା ପକାଏ ବା ମଙ୍ଗଧରା ଚଳାଏ) — ନୌକାର କର୍ଣ୍ଣଧାର; ମଙ୍ଗଧରା — Helmsman
- ଦେ. ବି. (ସଂ. ମଧ୍ୟ; ଯେ ନୌକାର ମଧ୍ୟରେ ରହି ଆହୁଲା ପକାଏ ବା ମଙ୍ଗଧରା ଚଳାଏ) — ସାମାନ୍ୟ ରାଜକର୍ମଚାରୀ ବା ପିଆଦାଙ୍କ ଉପାଧିବିଶେଷ — Title of petty officials or peons
- ଦେ. ବି. (ସଂ. ମଧ୍ୟ; ଯେ ନୌକାର ମଧ୍ୟରେ ରହି ଆହୁଲା ପକାଏ ବା ମଙ୍ଗଧରା ଚଳାଏ) — [ଉ—କଚେରୀ ଘର ଅଗଣାରେ ଗୋଟିଏ କଣରେ ମାଝି ସ୍ୱରୂପ ବେହେରା ପାୟାମୂଳରେ ଗାଲରେ ହାତ ଦେଇ ମୁହଁପୋତି ବସିଛି। ଫକୀରମୋହନ ଗଳ୍ପ ସ୍ୱଳ୍ପ।]
- ଦେ. ବି. (ସଂ. ମଧ୍ୟ; ଯେ ନୌକାର ମଧ୍ୟରେ ରହି ଆହୁଲା ପକାଏ ବା ମଙ୍ଗଧରା ଚଳାଏ) — କେଉଟମାନଙ୍କ ବଂଶୋ— ପାଧି — Family title of fishermen or boatmen
- ଦେ. ବି. (ସଂ. ମଧ୍ୟ; ଯେ ନୌକାର ମଧ୍ୟରେ ରହି ଆହୁଲା ପକାଏ ବା ମଙ୍ଗଧରା ଚଳାଏ) — ସାମନ୍ତ ରାଜାଙ୍କ ଉପାଧିବିଶେଷ — A title of petty landlords
- ଦେ. ବି. (ସଂ. ମଧ୍ୟ; ଯେ ନୌକାର ମଧ୍ୟରେ ରହି ଆହୁଲା ପକାଏ ବା ମଙ୍ଗଧରା ଚଳାଏ) — ମହାଲାୟକ ବା ଡଗରାମାନଙ୍କ ବଂଶୋପାଧି ବିଶେଷ — A family-title of certain Dagarās and Mahālāyakas