ମାଈ ଫାଶ Māī phāṡa

  • ପ୍ରାଦେ. (ବାଲେଶ୍ୱର) ବି — ଜାଲ ବୁଣିବାରେ ବ୍ଯବହୃତ ଫାଶ ବିଶେଷ — A kind of noose used in weaving nets
  • ପ୍ରାଦେ. (ବାଲେଶ୍ୱର) ବି — [ଦ୍ର— ଏହି ଫାଶ ସାହାଯ୍ଯରେ ଜାଲର କୌଣସି ଧାଡ଼ିର ଫାଶ ସଂଖ୍ୟା ଇଚ୍ଛାନୁସାରେ ଅଧିକା କରି ଦିଆଯାଇ ପାରେ।]