ମହୁକା Mahukā

  • ଦେ. ବି (ସଂ. ମଧୁକ) — ଗୁଳ୍ମ ବିଶେଷ — A kind of shrub
  • ଦେ. ବି (ସଂ. ମଧୁକ) — ମହୁକ (ଦେଖ) — Mahuka (See)
  • ଦେ. ବି (ସଂ. ମଧୁକ) — ମଉକା (ଦେଖ) — Maukā (See)
  • ବିଣ — ମହୁପରି ଅତିରିକ୍ତି ମିଷ୍ଟ ସ୍ୱାଦବିଶିଷ୍ଟ — Excessively sweet like honey
  • ପ୍ରାଦେ. (ବାଲେଶ୍ୱର) ବି — ଶିମ୍ବଜାତୀୟ ବଡ଼ ଓ ମାଂସଳ ଫଳ — A kind of big fleshy fruit of the bean variety
  • ପ୍ରାଦେ. (ବାଲେଶ୍ୱର) ବି — [ଦ୍ର—ଏହା ପରିବାରୂପେ ବ୍ଯବହୃତ ହୁଏ]