ମହିଷ Mahisha
- ସଂ. ବି. ପୁଂ (ମହ୍ ଧାତୁ+କରଣ ବା କର୍ମ ଇକ୍ଷ) — ମଇଁଷି — Buffalo
- ସଂ. ବି. ପୁଂ (ମହ୍ ଧାତୁ+କରଣ ବା କର୍ମ ଇକ୍ଷ) — [ଦ୍ର—ଏ ଯମଙ୍କର ବାହନ ଅଟେ।]
- ସଂ. ବି. ପୁଂ (ମହ୍ ଧାତୁ+କରଣ ବା କର୍ମ ଇକ୍ଷ) — ମହିଷାସୁର; ଅସୁର ବିଶେଷ (ଏହାକୁ ଦୁର୍ଗା ବଧ କରିଥିଲେ) — Name of a demon killed by Durgā
- ସଂ. ବି. ପୁଂ (ମହ୍ ଧାତୁ+କରଣ ବା କର୍ମ ଇକ୍ଷ) — କ୍ଷତ୍ରିୟ ପିତା ଓ ତୀବରୀ ମାତାଠାରୁ ଉତ୍ପନ୍ନ ବର୍ଣ୍ଣସଙ୍କର ଜାତି ବିଶେଷ (ହି. ଶ.) — Name of a mixed caste amongst the Hindus