ମହସ Mahasa

  • ସଂ. ବି (ମହ ଧାତୁ+କରଣ ଅସ) — ଜ୍ଞାନ — Knowledge
  • ସଂ. ବି (ମହ ଧାତୁ+କରଣ ଅସ) — ପ୍ରକାର — Kind
  • ସଂ. ବି (ମହ ଧାତୁ+କରଣ ଅସ) — ପ୍ରଭେଦ — Difference