ମହତାପ୍ Mahatap

  • ବୈଦେ. ବି (ଫା. ମହତାବ୍=ଚନ୍ଦ୍ର କିରଣ; ଜ୍ୟୋସ୍ନା ଚନ୍ଦ୍ର) — ଚନ୍ଦ ଉଦିଆ ବାଣ — A firework which emits a dazzling light
  • ବୈଦେ. ବି (ଫା. ମହତାବ୍=ଚନ୍ଦ୍ର କିରଣ; ଜ୍ୟୋସ୍ନା ଚନ୍ଦ୍ର) — [ଦ୍ର—ଆଲୋକର ରଙ୍ଗ ଅନୁସାରେ ମହତାପର ନାମ ହୁଏ, ଯଥା—ଲାଲ ବା ନାଲି ମହତାପ୍ ଧଳା ବା ସାଦା ମହତାପ୍, ନେଳି ମହତାପ୍ ସବଜା ବା ହରା ମହତାପ୍ ଇତ୍ୟାଦି।]
  • ବୈଦେ. ବି (ଫା. ମହତାବ୍=ଚନ୍ଦ୍ର କିରଣ; ଜ୍ୟୋସ୍ନା ଚନ୍ଦ୍ର) — ପଶ୍ଚିମା କ୍ଷତ୍ରିୟ— ମାନଙ୍କ ବଂଶଗତ ଉପାଧିବିଶେଷ — A family-title of Kshatriyas of the N.W. India
  • ବୈଦେ. ବି (ଫା. ମହତାବ୍=ଚନ୍ଦ୍ର କିରଣ; ଜ୍ୟୋସ୍ନା ଚନ୍ଦ୍ର) — ମହତା ପାନ (ଦେଖ) — Mahatā pāna (See)