ମସ୍ତି Masti

  • ସଂ. ବି. (ମସ. ଧାତୁ+ଭାବ. ତି) — ମାପିବା — Measuring
  • ସଂ. ବି. (ମସ. ଧାତୁ+ଭାବ. ତି) — ଓଜନ କରିବା — Weighing
  • ବୈଦେ. ବି. (ଫା. ମସ୍ତୀ) — ମତ୍ତତା — Madness