ମସୂର Masūra

  • ସଂ. ବି. (ମସ୍ ଧାତୁ=ମାପିବା=କର୍ମ. ଉର; ଊର) — ମୁଗ ବିରି ଜାତୀୟ ଲତାଜାତ ଶସ୍ୟ — Cicerles; Lentil; Lens Esculenta
  • ସଂ. ବି. (ମସ୍ ଧାତୁ=ମାପିବା=କର୍ମ. ଉର; ଊର) — [ଦ୍ର—ଏହା ଶିମ୍ବାଦି ବର୍ଗର କୃଷି ଜାତ ଶସ୍ୟ; ଏଥିର ଛୁଇଁ ଚେପ୍ଟା ଓ ଭିତରର ଶସ୍ୟ ଆରକ୍ତ। ଛୁଇଁରେ ଦୁଇଟି ମଞ୍ଜି। ଏହା ନାଲି ଗୋଲପି ବର୍ଣ୍ଣ ଓ ପୁଷ୍ଟିକର। ବୈଦ୍ଯକ ମତରେ ଏହା ମଧୁର, ଶୀତଳ, ସଂଗ୍ରାହକ, କଫ ଓ ପିତ୍ତ ନାଶକ ଓ ଜ୍ୱର ନାଶକ।]