ମସୂରା Masūrā

  • ସଂ. ବି — ମସୁର ଶସ୍ୟ — Lentil
  • ସଂ. ବି — ବେଶ୍ୟା — A prostitute
  • ସଂ. ବି — ମସୁରବଟାରେ ତିଆରି ବଡ଼ି (ହି. ଶ) — Small balls of pestled lentil dried and kept for curry