ମସକ Masaka

  • ଦେ. ବିଣ. (ସଂ. ମସ୍ ଧାତୁ=ଆକାର ବଦଳାଇବା) — ମସ— ମସିଆ; ମୁସୁମୁସୁ — (a crisp edible thing) Producing a very low rustling noise when chewed on account of there being no water in it
  • ଦେ. ବିଣ. (ସଂ. ମସ୍ ଧାତୁ=ଆକାର ବଦଳାଇବା) — [ଯଥା—ଦହଡ଼ ମସକ ଚୂଡ଼ା ଭଜା।]