ମଷୀ Mashī
- ସଂ. ବି—(ମଶ୍ ଧାତୁ=ଓଜନ କରିବା+କର୍ତ୍ତୃ. ଇ; ଈ) — ଲେଖିବାର କାଳି — Writing ink
- ସଂ. ବି—(ମଶ୍ ଧାତୁ=ଓଜନ କରିବା+କର୍ତ୍ତୃ. ଇ; ଈ) — ହାଣ୍ଡିକଳା; ଦୀପକଳା; ଅଙ୍ଗାର କଳା ଆଦି ନାନା ପ୍ରକାର କଳା — Carbon from charcoal; lampblack etc; soot
- ସଂ. ବି—(ମଶ୍ ଧାତୁ=ଓଜନ କରିବା+କର୍ତ୍ତୃ. ଇ; ଈ) — ଶେଫାଳିକା ବୃନ୍ତ — The stem of Ṡephāḻikā flower