ମଶିଣା Maṡiṇā

  • ଦେ. ବି (ସଂ. ମସୃଣ)—(ମେଦିନୀପୁର ଅଞ୍ଚଳରେ ପ୍ରସ୍ତୁତ) — ଚଟେଇ; ସପ; ସୂକ୍ଷ୍ମ ରଜ୍ଜୁ ବା ସୂତ୍ରଦ୍ୱାରା ବୁଣା ହୋଇଥିବା ତୃଣର ଆସ୍ତରଣ ବା ପଟୀ — A fine rush mat; a fine matting of reed