ମଶାର Maṡāra

  • ପ୍ରାଦେ. (ବାମଣ୍ଡା) ବି — ବଢିଥିବା ନଦୀରେ ଭାତ ଫୁଟିଲା ପରି ଫୁଟୁଥିବା ପାଣି — The state of water of a swollen river resembling boiling water