ମଶାଣି Maṡāṇi

  • ଦେ. ବି (ସଂ. ଶ୍ମଶାନ) — ମୁର୍ଦ୍ଦାରଖାନା — cemetery
  • ଦେ. ବି (ସଂ. ଶ୍ମଶାନ) — ଶ୍ମଶାନ; ଶବଦାହସ୍ଥାନ — Crematory
  • ଦେ. ବି (ସଂ. ଶ୍ମଶାନ) — (ଉ— ଦକ୍ଷିଣ ମଶାଣ ରାଜସୁତେ କଲେ ଲୋହେ ଉର୍ବରା। ରାଧାନାଥ ଉଷା)