ମଶହରୀ Maṡaharī

  • ସଂ. ବି. ସ୍ତ୍ରୀ (ମଶ=ମଶା+ହୃ ଧାତୁ+କର୍ତ୍ତୃ ଇ+ସ୍ତ୍ରୀ. ଈ) — ମଶାରି; ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ବ୍ଯବହୃତ ଜାଲିକନା ନିର୍ମିତ ବାଡ଼ଯୁକ୍ତ ଚାନ୍ଦୁଆ — Mosquito curtain
  • ସଂ. ବି. ସ୍ତ୍ରୀ (ମଶ=ମଶା+ହୃ ଧାତୁ+କର୍ତ୍ତୃ ଇ+ସ୍ତ୍ରୀ. ଈ) — (ଉ—ଦିନେ ସୁରତେ ମଜ୍ଜିତ ମଶହରୀ, ଜାଣି ନୋହିଲା କିଛି ତମସ ହରି। ଭଞ୍ଜ. ପ୍ରେମସୁଧାନିଧି।)