ମଳିବା Maḻbā
- ଦେ.କ୍ରି (ସଂ. ମର୍ଦ୍ ବା ମୃଦ ଧାତୁ; ପା. ମଡ୍ଡ) — କଚିବା; ଦଳିବା; ମର୍ଦ୍ଦିବା — To thresh; to crush
- ଦେ.କ୍ରି (ସଂ. ମର୍ଦ୍ ବା ମୃଦ ଧାତୁ; ପା. ମଡ୍ଡ) — ଘଷିବା — To rub
- ଦେ.କ୍ରି (ସଂ. ମର୍ଦ୍ ବା ମୃଦ ଧାତୁ; ପା. ମଡ୍ଡ) — (ଉ— କମ୍ବୁ କଣ୍ଠୀ ବାଷ୍ପ ରୁଦ୍ଧ କଣ୍ଠେ କହେ ନେତ୍ର— ଯୁଗ ମଳି । ରାଧାନାଥ ପାର୍ବତୀ ।)
- ଦେ.କ୍ରି (ସଂ. ମର୍ଦ୍ ବା ମୃଦ ଧାତୁ; ପା. ମଡ୍ଡ) — ଚିପିବା — To press
- ଦେ.କ୍ରି (ସଂ. ମର୍ଦ୍ ବା ମୃଦ ଧାତୁ; ପା. ମଡ୍ଡ) — ମାଜିବା — To scour
- ଦେ.କ୍ରି (ସଂ. ମର୍ଦ୍ ବା ମୃଦ ଧାତୁ; ପା. ମଡ୍ଡ) — (ଯଥା—ବାସନ ମଳିବା ।)
- ଦେ.କ୍ରି (ସଂ. ମର୍ଦ୍ ବା ମୃଦ ଧାତୁ; ପା. ମଡ୍ଡ) — ଲୁଗାରେ ବା ହାତରେ ଲୋତକ ଯୁକ୍ତ ବା ନିଦ୍ରାଭିଭୂତ ଆଖିକୁ ଦଳିବା — To wipe or rub off the tears or sleepiness from (the eyes)