ମଳିନା Maḻinā

  • ସଂ. ବିଣ. ସ୍ତ୍ରୀ (ମଳୀନ+ଆ) — ମଳିନର ସ୍ତ୍ରୀ ଲିଙ୍ଗ — Feminine of Maḻina
  • ସଂ. ବି. ସ୍ତ୍ରୀ — ରଜସ୍ୱଳା ସ୍ତ୍ରୀ (ହି.ଶ.) — Meanstruated woman
  • ସଂ. ବି. ସ୍ତ୍ରୀ — ନାଲି ଖଣ୍ଡ; କନ୍ଦ (ହି.ଶ) — Red sugar
  • ସଂ. ବି. ସ୍ତ୍ରୀ — ଭେଜୀ ବାଇଗଣ (ହି. ଶ.) — Solanum Nigrum