ମଲ୍ଲୁ Mallu

  • ସଂ. ବି (ମଲ୍ଲ୍. ଧାତୁ+କର୍ତ୍ତୃ. ଉ) — ଭଲ୍ଲୁକ; ଭାଲୁ — The bear
  • ସଂ. ବି (ମଲ୍ଲ୍. ଧାତୁ+କର୍ତ୍ତୃ. ଉ) — ମାକଡ଼ (ହି. ଶ) — The monkey