ମଲିଆ Maliā

  • ଦେ. ବି — ଭୁବନେଶ୍ୱର ନିକଟସ୍ଥ କପିଳେଶ୍ୱର ମହା— ଦେବଙ୍କ ମାଳି ସେବକ — The flower supplying Sebakas of the Ṡiba at Kapiḻeṡwara (near Bhubaneṡwara)
  • ଦେ. ବି — ପାଣିର ଯୋଡ଼ି — A marsh; a long strip of water; a long fen
  • ପ୍ରାଦେ. (ସମ୍ବଲପୁର) ବିଣ. ପୁଂ — ପିଙ୍ଗଳ ଚକ୍ଷୁ ଓ ତାମ୍ର ବର୍ଣ୍ଣ କେଶ ବିଶିଷ୍ଟ (ବ୍ଯକ୍ତି) — A person with brown eyes and reddish hair