ମଲା Malā

  • ଦେ. ବିଣ (ସଂ. ମୃତ) — ମୃତ — Dead
  • ଦେ. ବିଣ (ସଂ. ମୃତ) — (ଉ—ମଲା ଲୋକ କୀର୍ତ୍ତି ଅଟଇ ସେହିପରି। କୃଷ୍ଣିସିଂହ ମହାଭାରତ ବନ।)
  • ଦେ. ବିଣ (ସଂ. ମୃତ) — ମୁମୂର୍ଷ; ମୃତପ୍ରାୟ — Dying; moribund
  • ଦେ. ବିଣ (ସଂ. ମୃତ) — (ଉ—ମଲାଠେଇଁ ଚନ୍ଦନ; ପାଟୀ ପାଟୀ ଢଗ।)
  • ଦେ. ବିଣ (ସଂ. ମୃତ) — ମରଣାପନ୍ନବ୍ଯକ୍ତି ପରି କ୍ଷୀଣ — Emaciated like a dying person
  • ଦେ. ବିଣ (ସଂ. ମୃତ) — ଶୁଷ୍କ (ବୃକ୍ଷ) — Withered (tree)
  • ଦେ. ବିଣ (ସଂ. ମୃତ) — ନିଷ୍ପ୍ରଭ; ପ୍ରଭାହୀନ — Lustreless
  • ଦେ. ବିଣ (ସଂ. ମୃତ) — (ଯଥା— ମଲାଜହ୍ନ।)
  • ଦେ. ବି — ମୁମୂର୍ଷୁ ଅବସ୍ଥା — Dying condition
  • ଦେ. ବି — ଅତି ଦୁଃଖମୟ ଅବସ୍ଥା; ଅତି ଗରିବ ଅବସ୍ଥା — Very impoverished condition
  • ଦେ. ବି — (ଉ—ଏଡ଼େ ମଲାଠେଇଁ ଦିଓଳି ବି ତତଲା ଖିଆ!—ଢଗ।)
  • ଦେ. ଅ (ବିରକ୍ତି ଓ ଅବମାନନା ପ୍ରଦର୍ଶନ ସୂଚକ ଅବ୍ଯୟ) — ଛିଆ! ଛି! ଛିଆ ଲୋ! — (interjection denoting displeasure or disregard) Fie!