ମରଡ଼ି Maraṟḍ̠i
- ଦେ. ବି (ସଂ. ମରକ) — ମରୁଡ଼ି; ମହାମାରୀ — Pestilence; Plague
- ଦେ. ବି (ସଂ. ମରକ) — ମାରାତ୍ମକ ସଂକ୍ରାମକ ରୋଗ — Mortal epidemic
- ଦେ. ବି (ସଂ. ମରକ) — ବୃଷ୍ଟି ଅଭାବରୁ ଶସ୍ୟ ନାଶ — The withering of crops due to want of rain
- ଦେ. ବି (ସଂ. ମରକ) — ଅକାଳ ମରଣ — Untimely death; early death