ମରଡ଼ା Maraṟḍ̠ā

  • ଦେ. ବି — ଚିଲିକାରେ ମିଳୁଥିବା ଏକ ପ୍ରକାର କଙ୍କଡ଼ା — A kind of crab found in the Chilkā
  • ଦେ. ବିଣ. ପୁଂ (ସଂ. ମୃତ ପ୍ରାୟ) — ମହାମାରୀ ପ୍ରପୀଡ଼ିତ ରୋଗୀ ପରି କ୍ଷୀଣଦେହ ବିଶିଷ୍ଟ — Emaciated like a person attacked with pestilence