ମର୍ଷଣ Marshaṇa

  • ସଂ. ବି (ମୃଷ୍. ଧାତୁ=କ୍ଷମା କରିବା+ଭାବ. ଅନ) — କ୍ଷମା କରିବା — Forgiveness
  • ସଂ. ବି (ମୃଷ୍. ଧାତୁ=କ୍ଷମା କରିବା+ଭାବ. ଅନ) — ସହିବା; ସହନ — Fortitude, forbearance; endurace
  • ସଂ. ବି (ମୃଷ୍. ଧାତୁ=କ୍ଷମା କରିବା+ଭାବ. ଅନ) — ନାଶନ — Destruction; ruination
  • ସଂ. ବି (ମୃଷ୍. ଧାତୁ=କ୍ଷମା କରିବା+ଭାବ. ଅନ) — ଧୈର୍ଯ୍ଯ — Patience