ମର୍ଶ Marṡa
- ସଂ. ବି (ମୃଶ୍ ଧାତୁ=ପରାମର୍ଶ କରିବା+ଭାବ. ଅ) — ମନ୍ତ୍ରଣା; ପରାମର୍ଶ — Consultation; deliberation
- ସଂ. ବି (ମୃଶ୍ ଧାତୁ=ପରାମର୍ଶ କରିବା+ଭାବ. ଅ) — ଉପଦେଶ — Advice
- ସଂ. ବି (ମୃଶ୍ ଧାତୁ=ପରାମର୍ଶ କରିବା+ଭାବ. ଅ) — ନାସ; ଯେଉଁ ବସ୍ତୁ ସୁଂଘିଲେ ଛିଙ୍କ ହୁଏ — A sternutatory (Apte)
- ସଂ. ବି (ମୃଶ୍ ଧାତୁ=ପରାମର୍ଶ କରିବା+ଭାବ. ଅ) — ଘର୍ଷଣ; ଘଷିବା — Rubbing (Apte)
- ସଂ. ବି (ମୃଶ୍ ଧାତୁ=ପରାମର୍ଶ କରିବା+ଭାବ. ଅ) — ଦେହରୁ ମଳି ଛଡ଼ାଇବା — Rubbing off dirt from the body. (Apte)