ମର୍କଟ Markaṭa
- ସଂ. ବି—(ମର୍କ ଧାତୁ+କର୍ତ୍ତୃ. ଅଟ) — ବାନର — Monkey
- ସଂ. ବି—(ମର୍କ ଧାତୁ+କର୍ତ୍ତୃ. ଅଟ) — ପାତିମାଙ୍କଡ଼ — Ape
- ସଂ. ବି—(ମର୍କ ଧାତୁ+କର୍ତ୍ତୃ. ଅଟ) — ମାକଡ଼ସା; ବୁଢ଼ିଆଣି; ଊର୍ଣ୍ଣନାଭ — Spider
- ସଂ. ବି—(ମର୍କ ଧାତୁ+କର୍ତ୍ତୃ. ଅଟ) — (ଉ—ବିଭୀଷଣ ଶୁଣି ଭାଷଣ ମର୍କଟ ଜାଲରେ ମର୍କଟ ଜାଳ, ବନ୍ଧନ କରି ନିଧନ ବିଚାରିବା ରହିବା ଏ କେତେକାଳ। ଭଞ୍ଜ. ବୈଦେହୀଶବିଳାସ।)
- ସଂ. ବି—(ମର୍କ ଧାତୁ+କର୍ତ୍ତୃ. ଅଟ) — ହାଡ଼ଗିଳା ପକ୍ଷୀ — The Adjutant bird, Leptoptilus Dubius
- ସଂ. ବି—(ମର୍କ ଧାତୁ+କର୍ତ୍ତୃ. ଅଟ) — ବିଷ ବିଶେଷ — A kind of poison